ଭୁବନେଶ୍ୱରରୁ ଅଭିଯୁକ୍ତ ବିକାଶ ପାଲ୍କୁ ଗିରଫ କଲା ପୁଲିସ। ଆଠଗଡ଼ରୁ ଭୁବନେଶ୍ୱର ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
ରାଜମହଲ ଫୁଟପାଥରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା। ନିଜେ କାର୍ ମାଲିକ ବିକାଶ ପାଲ୍ ହିଁ ବେପରୁଆ ଗାଡ଼ି ଚଳାଉଥିଲେ।
Credible Local News of Odisha