ରାଜଧାନୀ ମେୟରଙ୍କ ଦ୍ଵାରା ବର୍ଷା ସ୍ଥିତି ସମୀକ୍ଷା

ବାତ୍ୟା ଅସାନି ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଗତ ରାତିରେ ଓ ସକାଳୁ ବର୍ଷା ହୋଇଥିବା ବେଳେ ମେୟର ସୁଲୋଚନା ଦାସ। କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ଏହାର ସମୀକ୍ଷା କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ଜଳମଗ୍ନ ସ୍ଥିତି ଉପୁଜିନାହିଁ। ସମ୍ବେଦନଶୀଳ ସ୍ଥାନରେ ମୋଟର ପମ୍ପ ମହଜୁଦ ରହିଛି । ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମେୟର କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes