ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର ଚନ୍ଦକା ଥାନା ପାଇକରାପୁର ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଠାବ ହୋଇଛି।

ଯୁବକଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମୃତକ ବଂଶୀଧର, ହାଇସ୍କୁଲର ପିଅନ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes