ରାଜଧାନୀ ଉପକଣ୍ଠରୁ ୫ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବ୍ରାଉନସୁଗର ଜବତ କରିବା ସହ ୩ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ।

ଗିରଫଙ୍କ ମଧ୍ୟରେ ୨ ଜଣ ତମାଣ୍ଡୋ ଓ ଜଣେ ପିପିଲିର ଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes