ରାଜଧାନୀରେ ମଦ ବେପାରୀ ଘରେ ବୁଲିଲା ବୁଲଡୋଜର

ଲିଙ୍ଗରାଜ ପୋଲିସ ଓ ବିଏମ୍‌ସିର ମିଳିତ ଉଦ୍ୟମରେ ଅଭିଯୁକ୍ତ ସନ୍ତୋଷ ମାଲିଆ ଓ ରାକେଶ ମାଲିଆ ଘରେ ବୁଲିଲା ବୁଲଡୋଜର।

ସରକାରୀ ଜମିରେ ଘର କରି ବେଆଇନ ମଦ ବେପାର କରୁଥିଲେ। ଗତକାଲି ମିଦ ବିକ୍ରିକୁ ନେଇ ଦେଖା ଦେଇଥିଲା ମହାଭାରତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes