ରାଜଧାନୀରେ ପୁଣି 69 କରୋନା ସଂକ୍ରମିତ, ସକ୍ରିୟ 3 ଶହ ଟପିଲେ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 69 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 50 ଜଣ ସୁସ୍ଥ ହୋଇଛନ୍ତି l ଏବଂ ଭୁବନେଶ୍ୱରରେ ମୋଟ 304 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes