ରାଜଧାନୀରେ ତାପମାତ୍ରା 39 ଡିଗ୍ରୀ ଛୁଇଁଲା

ଆଜି ରାଜ୍ୟବ୍ୟାପୀ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଦିନ ଅଢେଇଟା ବେଳକୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 39 ଡିଗ୍ରୀ ଛୁଇଁଥିବା ପାଣିପାଗ ବିଭାଗ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes