ରାଜଧାନୀରେ ଘନ କୁହୁଡ଼ି February 17, 2026 by Odisha ରାଜଧାନୀ ଭୁବନେଶ୍ବରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।ରାସ୍ତାଘାଟ, ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।