ରାଜଧାନୀରେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନ୍‌କାଉଣ୍ଟର୍

ଗଞ୍ଜାମ ଜଗନ୍ନାଥପ୍ରସାଦ ଅଂଚଳର ଡ୍ରଗ୍ସ ମାଫିଆ ପପୁନ୍‌ ମାଝୀକୁ ଏନକାଉଣ୍ଟର୍ କରିଛି କମିଶନରେଟ୍‌ ପୋଲିସ୍। ଇନ୍‌ଫୋ ଭ୍ୟାଲି ଥାନା ଅଂଚଳରେ ଡ୍ରଗ୍ସ ଡିଲ୍‌ ବେଳେ ପ୍ରଥମେ ପୋଲିସ୍‌ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍।ପୋଲିସ୍‌ର ପାଲଟା ଗୁଳି ଚାଳନାରେ ପପୁନ୍ ଗୁରୁତର ହୋଇଛି। ତାକୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍ ପରେ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes