ରାଇସ ମିଲରେ କାମ ବେଳେ ବିମ୍ ପଡି ୨ ଶ୍ରମିକ ମୃତ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିିବାଙ୍କ ସ୍ଥିତ ଏକ ରାଇସ ମିଲ୍‌ରେ ଏହି ଅଘଟଣ ଘଟିଛି।

ରାତିରେ କାମ ଚାଲିଥିବା ବେଳେ ୨ ଶ୍ରମିକଙ୍କ ଉପରେ ବିମ୍ ପଡିଥିଲା।ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version