ରଶ୍ମିରେଖା ମୃତ୍ୟୁ ମାମଲାରେ ଥାନାରେ ବୟଫ୍ରେଣ୍ଡ ରାଜା ହାଜର

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ପୁଲିସ ନୋଟିସ ପାଇ ପ୍ରଥମ ବୟଫ୍ରେଣ୍ଡ ରାଜା ଆଜି ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି l ଦ୍ଵିତୀୟ ବୟଫ୍ରେଣ୍ଡ ସନ୍ତୋଷ ପାତ୍ରଙ୍କୁ ନୋଟିସ ହୋଇଥିଲେ ମଧ୍ୟ ସେ ଆସିନଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes