ରଥ ଟାଣିଲେ ପୂର୍ବତନ ଡେପୁଟି ମେୟର ଓ ଉଦଳା ଏନଏସି ଅଧ୍ୟକ୍ଷା

ମୟୂରଭଞ୍ଜ ଜିଲ୍ଲା ଉଦଳା ଠାରେ ଏହି ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ଉଦଳା ଜଗନ୍ନାଥ ମନ୍ଦିରରେ ଯଥାରୀତି ଅନୁଯାୟୀ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ପୂଜା ଅର୍ଚ୍ଚନା ପରେ ଭକ୍ତ ଙ୍କ ସମାଗମ ପରେ ରଥାରୁଢ଼ ହୋଇଥିଲେ ।

ଛେରା ପହଁରା ପରେ ହଜାର ଭକ୍ତ ରଥ ଟାଣି ଥିଲେ! ଆଜି ଉଦଳା ଚକାଡୋଳା ବଜାର ଠାରୁ ଭକ୍ତ ମାନେ ହାଇସ୍କୁଲ ଛକ ପର୍ଯ୍ୟନ୍ତ ରଥ ଟାଣି ନେଇଥିଲେ! ଭୁବନେଶ୍ୱର ର ପୂର୍ବତନ ଡେପୁଟି ମେୟର ଭାରତୀ ସିଂ ଓ ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଯୋଗ ଦେଇ ହଜାର ଭକ୍ତ ଙ୍କ ଗହଣ ରେ ରଥ ଟାଣି ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes