ରଥ ଚକରେ ଚାପି ହୋଇ ଗୁରୁତର ନାବାଳକଙ୍କ ମୃତ୍ୟୁ

କଟକ ସ୍ଥାନାନ୍ତର ବେଳେ ରେଢ଼ାଖୋଲ ନିକଟରେ ନାବାଳକଙ୍କ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ନକଂସାରୀପଡ଼ାରେ ଗତକାଲି ବାହୁଡ଼ା ଯାତ୍ରା ବେଳେ ଘଟିଥିଲା ଅଘଟଣ।

ରଥ ଚକାରେ ଚାପି ହୋଇ ୪ ନାବାଳକ ସମେତ ୬ ଆହତ ହୋଇଥିଲେ।
ଗୁରୁତର ନାବାଳକ ପ୍ରଥମେ ବୁର୍ଲା ପରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes