ରଥାରୁଢ଼ ହେଲେ ଚତୁର୍ଦ୍ଧା ମୂରତି

ଆଜି ପବିତ୍ର ଘୋଷଯାତ୍ରା ହୋଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସହରର ସନ୍ଧ୍ୟା ୭ ଘଣ୍ଟା ସମୟରେ ଚତୁର୍ଦ୍ଧା ମୂରତି ଶ୍ରୀମନ୍ଦିରରୁ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେଲାପରେ ରଥ ଟଣାଯାଇଛି ।

ଆସନ୍ତାକାଲି ଶ୍ରୀଜୀଉ ମାଉସୀ ମନ୍ଦିରକୁ ଗମନ କରିବାର କାର୍ଯ୍ୟକ୍ରମ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes