ରଥର ଦଣ୍ଡା ଓ ଅଖ ନିର୍ମାଣ ଜାରି

ରଥ ନିର୍ମାଣ କାର୍ଯ୍ୟ ୨୭ଦିନରେ ପହଞ୍ଚି ଥିବା ବେଳେ ଆଜି ସୁଦ୍ଧା ତିନିରଥର ୪୨ଟି ଚକରୁ ୩୯ଚଳ ନିର୍ମାଣ ସାରିଥିବା ବେଳେ ବାକି ତିନି ଚକର ନିର୍ମାଣ ଜାରିରହିଛି ।

ତିନିରଥର ଚାରିନାହାକା ନିର୍ମାଣ ଶେଷ ହେବାପରେ ତିନିରଥର ଚଉଦ ନାହାକା ନିର୍ମାଣ ଶେଷ ହୋଇଛି ଏବଂ ତିନି ରଥର ଦଣ୍ଡା ଅଖ ନିର୍ମାଣ ଜାରି ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes