ରଥଯାତ୍ରା ଶେଷ ସମନ୍ବୟ ସ୍ବତନ୍ତ୍ର ବୈଠକ ଆରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଥିବା ବେଳେ ବୈଠକରେ ୭ ମନ୍ତ୍ରୀ ଯୋଗ ଦେଇଛନ୍ତି।

ଉଷାଦେବୀ, ଟୁକୁନୀ ସାହୁ, ଅତନୁ ସବ୍ୟସାଚୀ, ପ୍ରତାପ ଦେବ, ଅଶ୍ବନୀ ପାତ୍ର, ପ୍ରଦୀପ ଅମାତଙ୍କ ସହ ଅତିରିକ୍ତ ଡିଜି ଆର.କେ ଶର୍ମା, ଉନ୍ନୟନ କମିଶନର ପ୍ରଦୀପ ଜେନା ଯୋଗ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version