କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ଦଧି ବାମନ ଜିଉ ଙ୍କ ରଥ ଯାତ୍ରା ଦେଖିବାକୁମଙ୍ଗଳବାର ଆସିଥିବା ଜଣେ ୧୦ ବର୍ଷ ର ନାବାଳକ ହଠାତ ଅସୁସ୍ଥ ହୋଇ ବେହୋସ ହୋଇ ପଡ଼ିଥିଲେ।
ନାବାଳକ ଜଣକ ହେଉଛନ୍ତି ସଦର ବ୍ଲକ ଡୁମୁରିଆ ଗାଁ ର ଶିବ ମାହାକୁଡ଼।ତାଙ୍କୁ ତୁରନ୍ତ ରାଜନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆ ଯାଇଥିଲା। ଅତ୍ୟଧିକ ଗୁଳୁ ଗୁଳି ଯୋଗୁଁ ସେ ବେହୋସ ହୋଇଥିବା କୁହାଯାଇଛି।