ରଥଯାତ୍ରା ଉପଲକ୍ଷେ ଏଥର ବାରିପଦାରେ ପଡିବ ସର୍କସ

ଏ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି କାର୍ଯ୍ୟ। ତେବେ ଦୀର୍ଘ ସାତ ବର୍ଷର ଅପେକ୍ଷା ପରେ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ବାରିପଦାରେ ପଡିବ ଅଜନ୍ତା ସର୍କସ।

ଏଇ ସର୍କସକୁ ଆସନ୍ତା ୧ ତାରିଖରେ ବାରିପଦା ସ୍ଥିତ କଲେଜ ଫିଲଡ଼ରେ ଦେଖିବାକୁ ପାଇବେ ମୟୂରଭଞ୍ଜବାସୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes