ରଥଯାତ୍ରାରେ ବିଦ୍ୟୁତକାଟ ନ କରିବାକୁ ନିର୍ଦ୍ଦେଶ : ମୁଖ୍ୟ ଶାସନ ସଚିବ

ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଖରା ଓ ଗୁଳୁଗୁଳିକୁ ଦେଖି ପାନୀୟ ଜଳ ଓ ଜଳସିଞ୍ଚନ ବ୍ୟବସ୍ଥା ହୋଇଥିବ ବେଳେ ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଯେପରି ବିଦ୍ୟୁତକାଟ ନହୁଏ ସେଥିଲାଗି TPCODL ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes