ରତ୍ନପଥର ଖଣି ଖୋଳିବା ବେଳେ ଶ୍ୱାସ ରୁଦ୍ଧ ହୋଇ ୨ ମୃତ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଗୁଲାମି ନିକଟ ଏକ ଖଣିରେ ରତ୍ନ ପଥର ପାଇଁ ସେମାନେ ଖୋଳୁଥିଲେ। ଦୁଇଜଣଙ୍କ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବ ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୁଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes