ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ରାଷ୍ଟ୍ରପତି ଭବନରୁ ବୁଧବାର ରାତିରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି l

ବର୍ତ୍ତମାନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନରେ ସେ ନିଯୁକ୍ତି ପାଇଛନ୍ତି l 29 ମେ 2018 ମସିହାରୁ ଗଣେଶୀ ଲାଲ ରାଜ୍ୟପାଳ ଭାବେ ଥିଲେ l ତାଙ୍କ କାର୍ଯ୍ୟକାଳ ପାଞ୍ଚ ମାସ ପୁର୍ବରୁ ଶେଷ ହୋଇଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes