ରକ୍ତଦାନ କରି ପ୍ରଥମ ବିବାହ ବାର୍ଷିକୀ ପାଳନ କଲେ ଦମ୍ପତି

ବୌଦ୍ଧର ସାଗ୍ରୀ ମହାକୁର ଏବଂ ରଜନୀ ମହାକୁର ଆଜି ବିବାହର ପ୍ରଥମ ବାର୍ଷିକି ଉତ୍ସବ ଉପଲକ୍ଷେ ରକ୍ତଦାନ ଶିବିର କରିଥିଲେ।

ଆଦିତ୍ୟ ବିର୍ଲା ଗୃପର ( ସୋଲାର ପ୍ଲାଣ୍ଟ,ଗାନ୍ଧୀଗ୍ରାମ,ବୌଦ୍ଧ) ସମସ୍ତ ସଦସ୍ୟ ରକ୍ତଦାନ କରିଥିଲେ। ଏହି ଶିବିରରେ ୧୭ଜଣ ରକ୍ତଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes