ଯୋଗେସୁଗୁଡା ଯୋଗେଶ୍ୱର ମନ୍ଦିରରେ ଭକ୍ତଙ୍କ ଭିଡ଼

ଆଜି ବଲାଙ୍ଗୀର ଜିଲ୍ଲା ଯୋଜିସୁଗୁଡା ଶ୍ରୀ ଯୋଗେଶ୍ୱର ପୀଠରେ ବହୁତ ଅଂଚଳରୁ ସକାଳୁ ସକଳୁ ମନ୍ଦିରରେ ବହୁତ ସଂଖ୍ୟାର ଭକ୍ତ ଦେଖିବାରେ ମିଳିଛି l

ସେହିପରେ ମହାଶିବ ରାତ୍ରି ଅବସରରେ ଅନ୍ୟ ଲୋକ ମନ୍ଦିରରକୁ ଆସି ପ୍ରଭୁ ମହାଦେବକୁ ଦର୍ଶନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version