ଯୋଗାଣ ବିଭାଗ ଯୌନ ନିର୍ଯାତନା ପ୍ରସଙ୍ଗରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା

ବଲାଙ୍ଗୀର ଯୋଗାଣ ବିଭାଗରେ ଯୋଗାଣ ଅଧିକାରୀଙ୍କ ଯୌନ ନିର୍ଯାତନା ମାମଲାରେ ଦେଢ଼ ମାସ ହେଲା କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଏହା ପ୍ରତିବାଦରେ ଆଜି ଆଦିବାସୀ ସଂଗଠନ ପକ୍ଷରୁ ବାଲାଙ୍ଗୀରରେ ବିରାଟ ସଶସ୍ତ୍ର ଶୋଭାଯାତ୍ରା ହୋଇଛି l
ସାଂସଦ ନିରଞ୍ଜନ ବିଶି ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version