ଯୋଗାଣ ଅଧିକାରୀଙ୍କ ୪ ଘର, ୫ ପ୍ଲଟ ଠାବ

ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ୨ଟି ବହୁତଳ କୋଠା, ୨ଟି ଫ୍ଲାଟ ସହ ୫ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ।

୧.୩୭ କୋଟିର ବ୍ୟାଙ୍କ ଜମା, ୫ ଶହ ଗ୍ରାମ ସୁନା, ୧.୨୧ ଲକ୍ଷ ଟଙ୍କା ଠାବ ହୋଇଛି। ଏବେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes