ଯୁବ ବିଜୁ ଜନତା ଦଳ ତରଫରୁ ବୃକ୍ଷ ରୋପଣ

ଆଜି ସକାଳୁ ବିଜୁ ଯୁବ ଜନତା ଦଳ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଦଳର ୨୫ତମ ବାର୍ଷିକ ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତର ବାଘୁଆବାରଣା ସ୍ଥିତ ବାବା ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ  ବିଜୁ ଯୁବ ଜନତା ଦଳ ପକ୍ଷରୁ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes