ଯୁବା ସଂଗଠନର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ଭଦ୍ରକ ଜିଲ୍ଲାରେ ଯୁବ ଛାତ୍ର ଅଧିକାର ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ରାଷ୍ଟ୍ରୀୟ ଯୁବା ସଂଗଠନ ଭଦ୍ରକ ଶାଖା ପକ୍ଷରୁ ଜିଲ୍ଲା ସମ୍ମିଳନୀ ବାଇପାସ ନିକଟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସଙ୍ଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକଙ୍କ ସଂଯୋଜନାରେ ଏହି ସମ୍ମିଳନୀକୁ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖାର ସଭାପତି ଇଂ ଅଖିଳ କୁମାର ପାଢୀ ଉଦଘାଟନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version