ଭୁବନେଶ୍ୱର ତାପଙ୍ଗ ଖଣିରୁ ନିଖୋଜ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁ ଦେବାଶିଷ ବିଶୋଇକୁ ଗିରଫ କଲା ଭରତପୁର ପୋଲିସ।
ପୁରୁଷ ବନ୍ଧୁ ହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର। ଜାନୁଆରୀରୁ ଭୁବନେଶ୍ବର ଭରତପୁର ଅଞ୍ଚଳରୁ ଯୁବତୀ ନିଖୋଜ ଥିଲେ।
Credible Local News of Odisha