ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବେଲଡିହା ଗ୍ରାମରେ ଆଜି ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିଛି ।

ମୃତକ ଜଣକ ମହୁଲଡିହା ଗ୍ରାମର ରାଜୁ ନାଏକ । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes