ବରଗଡ଼ ଜିଲ୍ଲା ୱାର୍ଡ ନଂ ୧ର କେଶବନଗରରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।
କେହି ମାରଣାସ୍ତ୍ରରେ ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି।ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରି ଓ ମୋବାଇଲ ଜବତ କରି ପୁଲିସ ତଦନ୍ତ କରୁଛି। ମୃତ ଯୁବକ ସ୍ଥାନୀୟ ନିଲିବନ୍ଧପଡ଼ାର।
Credible Local News of Odisha