ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଉରମକୋଟ ଥାନା ପନାରଚୁଆ ଗାଁ ନିକଟରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ଜାମରଣ୍ଡା ଗ୍ରାମର ବିଶ୍ବଜିତ ରାଣା।ହତ୍ୟାକାଣ୍ଡ ନେଇ ପରିବାର ଲୋକଙ୍କ ଅଭିଯୋଗ କରିବା ପରେ ଉମରକୋଟ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes