ଯୁବକଙ୍କୁ ଅପହରଣ ଅଭିଯୋଗରେ ୨ ଗିରଫ

୨ ବାଉନ୍ସରଙ୍କୁ ଗିରଫ କଲା ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ।

ବାର୍‌ର ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ କରିଥିଲେ। ୫୦ ହଜାର ଦାବି କରିଥିଲେ, ନଦେବାରୁ ମାଡ଼ ମାରି ଛାଡ଼ି ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes