ଯୁଗ୍ମ ସଚିବ ସ୍ତରରେ ପଦୋନ୍ନତି, ଅଦଳ ବଦଳ

ରାଜ୍ୟ ସରକାର ଯୁଗ୍ମ ସଚିବ ପାହ୍ୟାର ରାଜ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ସ୍ତରରେ ଅଦଳ ବଦଳ କରିବା ସହ ୧୦ ଜଣଙ୍କୁ ପଦୋନ୍ନତି ଦେଇଛନ୍ତି।
ଜାରି ବିଜ୍ଞପ୍ତି ଅନୁସାରେ, ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଓଏଏସ୍ ସୋମନାଥ ପ୍ରଧାନଙ୍କୁ ସୁପରିଅର ଆଡମିନିଷ୍ଟ୍ରେସନ ଗ୍ରେଡ(ଏସଏଜି)କୁ ପଦୋନ୍ନତି ପରେ ସରକାର କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସୁମିତା ବେହେରା ଅତିରିକ୍ତ ସଚିବ ପାହ୍ୟାକୁ ଉନ୍ନିତ ହୋଇଥିବା ଜଣା ପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes