ଯୁଗ୍ମ ନିର୍ଦ୍ଦେଶକଙ୍କର ୫୭ ଏକର ଜମି, ୨ ଫାର୍ମହାଉସ୍‌ (ଅପଡେଟ)

ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ୫୭ ଏକର ଜମି, ୨ ଫାର୍ମହାଉସ୍‌ ସହ ଭୁବନେଶ୍ବର ଗୋଠପାଟଣାରେ 3-BHK, ଚନ୍ଦ୍ରଶେଖରପୁରରେ ବିଲ୍ଡିଂ, ନବରଙ୍ଗପୁରରେ ୩ ହଜାର ବର୍ଗଫୁଟର ଏକ ନିର୍ମାଣାଧୀନ କୋଠା, ନବରଙ୍ଗପୁରରେ ସପିଂ କମ୍ପ୍ଲେକ୍ସ, ୪୦ ଏକରର ଫାର୍ମ ହାଉସ୍‌ ଠାବ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes