ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲମୁଠିର ଛାତ୍ରୀମାନଙ୍କୁ ଆଜି କଲେଜ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଅଧ୍ୟକ୍ଷ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ବୈୟଜନ୍ତୀ ସାହୁ, ଗୀତାଞ୍ଜଳି ତ୍ରିପାଠୀ, ବିନ୍ଦୁଲତା କର, ଅଧ୍ୟାପକ ଅଶୋକ ବିଶି, ସବ୍ୟସାଚୀ ଦନ୍ତା ପ୍ରମୁଖ ଛାତ୍ରୀମାନଙ୍କୁ ସ୍ଵାଗତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes