ଯାତ୍ରୀ ବାହୀ ଅଟୋ ସହ ମାଲବାହୀ ଅଟୋର ମୁଁହା ମୁଁହି ଧକ୍କା ୫ ଗୁରୁତର

କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆ ପଡା କେନ୍ଦେଇପଶି ରାସ୍ତା ର ବଲାଣି ପଶି ହୁଡ଼ି ନିକଟରେ ଶନିବାର ସନ୍ଧ୍ୟାରେ ଏକ ପାସେଞ୍ଜର ଅଟୋ ସହ ମାଲ ବାହି ଅଟୋ ର ମୁଁହା ମୁଁହି ଧକ୍କା ଫଳରେ ଯାତ୍ରୀ ବାହୀ ଅଟୋ ରେ ଥିବା ଚାଳକ ଙ୍କ ସହ ୩ ଜଣ ମହିଳା ଓ ଜଣେ ପୁରୁଷ ଗୁରୁତର ହୋଇଛନ୍ତି।

ଗୁରୁତର ହୋଇଥିବା ସମସ୍ତେ କେଂଦେଇପଶି ବେହେରା ସାହିର। ସେମାନେ ହେଉଛନ୍ତି ବିଳାସୀ ବେହେରା, ରୁନୁ ବେହେରା, ଲୋଚନା ବେହେରା, ଯୁବକ ହେଉଛନ୍ତି ଟିକିନା ବେହାରା ଓ ଚାଳକ ମଙ୍ଗଲ ପାତ୍ର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes