ଯାତ୍ରୀବାହୀ ମୋଟର ଲଞ୍ଚ ଗଙ୍ଗା ଅଚଳ

ଭଦ୍ରକ ଜିଲ୍ଲା ଧାମରାରେ ଦୀର୍ଘ ୨ବର୍ଷ ହେବ ମୋଟର ଲଞ୍ଚ ଗଙ୍ଗା ଅଚଳ ହୋଇପଡି ରହିଥିବା ବେଳେ ଏହି ଲଞ୍ଚ ଉପରେ ଘାସ ଉଠି ଗଲାଣି ଏହା ଉପରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଧାମରା-ତାଳଚୁଆକୁ ଦୈନିକ ଚଳାଚଳ କରୁଥିବା ବ୍ରାହ୍ମଣୀ ମୋଟର ଲଞ୍ଚ ମଧ୍ୟ ଅଚଳ ହେବାକୁ ବସିଲାଣି ଏନେଇ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁଙ୍କୁ ଯୋଗାଯୋଗ କରିବାରୁ ଖୁବ ଶୀଘ୍ର ମରାମତି କରି ସେବା ଯୋଗେଇଦେବାକୁ କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes