ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଦ୍ରୁତଗାମୀ ହାଇଓ୍ବା

କଟକ-ଜଗତସିଂହପୁର ରାସ୍ତା ବସନ୍ତପୁର ଛକରେ ଏହି ଦୁର୍ଘଟଣା ଘଟିଛି।

ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତ ଯାତ୍ରୀଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି କଟକରୁ ଜଗତସିଂହପୁର ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes