ଦାଦାବଟି ଟଙ୍କା ନଦେବାରୁ ବାପପୁଅ ପଞ୍ଚମୁଖୀ ଶଙ୍ଖ କଣ୍ଟାରେ ବାରମ୍ୱାର ଛାତିକୁ ଆକ୍ରମଣ କଲେ। ଆହତ ଶଙ୍ଖ ଦୋକାନୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅପରେସନ୍ ପରେ ଦୋକାନୀଙ୍କ ଛାତିରୁ ବାହାରିଲା ୨ଟି ଶଙ୍ଖ କଣ୍ଟା।
Credible Local News of Odisha