ଯାଜପୁର ଜିଲ୍ଲାରେ ୧୫୧ଟି ୫ଟି ସ୍କୁଲ ରୂପାନ୍ତରିତ

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୫ଟି ସ୍କୁଲ ରୂପାନ୍ତରଣର ୨ୟ ପର୍ଯ୍ୟାୟରେ ଆଜି ଯାଜପୁର ଜିଲ୍ଲାର ୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିଛନ୍ତି ।

ଏହି ରୂପାନ୍ତରଣ ଜରିଆରେ ସ୍କୁଲରେ ଉପଲବ୍ଧ ଉନ୍ନତ ଶିକ୍ଷା ବ୍ୟବସ୍ଥା ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ଦିଗରେ ବେଶ ସହାୟକ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes