ଯାଜପୁରରେ ଦିନକରେ ୧୩ କରୋନାରେ ଆକ୍ରାନ୍ତ August 11, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁର ଜିଲ୍ଲାରେ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l