କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ମାଟିଆଗୁନି ରାସ୍ତାର ସାହାରପଡା କଲେଜ ନିକଟରେ ମଙ୍ଗଳବାର ଅପରାହ୍ନ ରେ ସାହାରପଡା ବ୍ଲକ ର ଡି ଏମ ଏଫଫଣ୍ଡ କାର୍ଯ୍ୟ ପାଇଁ ନିଯୁକ୍ତ ଯନ୍ତ୍ରୀ ହରେକୃଷ୍ଣ ମାଝୀ ଙ୍କ ଟାଟା ଇଣ୍ଡିକ କାର ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସା ଳୟ ରେ ଭର୍ତ୍ତୀ ହୋଇଛନ୍ତି l
ଦୁର୍ଘଟଣା ପରେ କାର ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡି ଚୁରମାର ହୋଇଯାଇଛି l ଦୁର୍ଘଟଣା ପରେ ଯନ୍ତ୍ରୀ ହରେକୃଷ୍ଣ ମାଝୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି l