ଯନ୍ତ୍ରୀଙ୍କର ୩୩ ପ୍ଲଟ୍‌, ୯ ଏକରର ଫାର୍ମ ହାଉସ୍‌ (ଅପଡେଟ)

କଳାହାଣ୍ଡି R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୩୩ ପ୍ଲଟ୍‌ ସହ ମୋଟ୍‌ ୩୯.୬୪ ଏକର ଜମି ଠାବ କଲା ଭିଜିଲାନ୍ସ।

୯ ଏକରର ଫାର୍ମ ହାଉସ୍‌, ୮ କ୍ୟାବିନ୍‌ ବିଶିଷ୍ଟ ମାର୍କେଟ୍‌ କମ୍ପ୍ଲେକ୍ସ ଠାବ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes