ଯଦି ମୁଁ ଅପରାଧୀ, ମୋ ନାଁରେ ଚାର୍ଜସିଟ୍ କରନ୍ତୁ: ଜୟନାରାୟଣ

‘ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ, ମୋ ସହ ଖୋଲା ବିତର୍କ କରନ୍ତୁ’, ‘ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି ବୋଲି ବିଧାନସଭା ଶୂନ୍ୟକାଳରେ କହିଛନ୍ତି ଜୟନାରାୟଣ ମିଶ୍ର।

ବିଜେଡିର ୬ ଜଣ ବିଧାୟକଙ୍କ ନାଁରେ ୩୦୭, ୫ ଜଣଙ୍କ ନାଁରେ ଅସଦାଚରଣ, ଜଣଙ୍କ ନାଁରେ ବଳାତ୍କାର, ୪ ଜଣଙ୍କ ନାଁରେ ଅପହରଣ ମାମଲା ରହିଛି। ନିଜ କଥା କହି ମାଡ଼ ଖାଇଥିବା ଲୋକ ନାଁରେ ମାମଲା ହେଉଛି, ମୁଁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ପ୍ରମାଣ କଲେ ରାଜନୀତି ଛାଡ଼ିଦେବି କହିଛନ୍ତି ଜୟନାରାୟଣ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version