ଯଥେଷ୍ଟ ତୈଳ ଅଛି : IOCL

ଯଥେଷ୍ଟ ତୈଳ ଅଛି, ଆଦୌ ଭୟଭୀତ ନ ହେବାକୁ IOCL ସିଜିଏମ୍ କମଲ ସିଲ୍ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।

ସବୁ ରିଟେଲ୍ ଆଉଟଲେଟ୍‌ରେ ଯଥେଷ୍ଟ ତେଲ ଅଛି, ଅଯଥା ଧାଡ଼ି ଲଗାନ୍ତୁନି, ଯେତିକି ଆବଶ୍ୟକ ସେତିକି ତେଲ କିଣନ୍ତୁ, ଗୁଜବରେ ବିଶ୍ବାସ କରନ୍ତୁନି କହିଛନ୍ତି ସିଜିଏମ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes