ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ବାସ କରନ୍ତୁ ନାହିଁ, କେବଳ ସରକାରୀ ତଥ୍ୟ ଉପରେ ବିଶ୍ବାସ କରନ୍ତୁ। ଆମ ପାଖରେ ଯଥେଷ୍ଟ ତେଲ ଅଛି, ଆଦୌ ଅସୁବିଧା ହେବନି, ରୁଷିଆରୁ ତେଲ ଏବେ ଆସୁଛି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ।

କଳାବଜାରୀ ଉପରେ ନଜର ରଖିଛୁ, ଦରକାର ପଡ଼ିଲେ ଆକ୍ସନ ନେବୁ।ତେଲ, ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ, ଭୟଭୀତ ହୁଅନ୍ତୁ ନାହିଁ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes