ମୟୂରଭଞ୍ଜ ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏହି ସୂଚନା ଦେଇଛନ୍ତି।ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ କରାଯାଇଛି ଅନୁରୋଧ।

ଭୁବନେଶ୍ୱର-ଗୋପାଳପୁର, ଭୁବନେଶ୍ୱର-ଶିମିଳିପାଳକୁ ହେଲିଟ୍ୟାକ୍ସି ସେବା ଯୋଗାଇ ଦିଆଯିବ। ହେଲିଟ୍ୟାକ୍ସି ସେବା ପାଇଁ ‘ପବନ ହଂସ ଲିଃ’ କରାଯାଇଛି ମନୋନୀତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes