ମୟୂରଝାଲିଆ ଖଣି ଅନିୟମିତତା ମାମଲାରେ ଜଣେ ଗିରଫ

ନୟାଗଡ଼ ଜିଲ୍ଲା ରଣପୁର ମୟୂରଝାଲିଆ ଖଣି ଅନିୟମିତତା ମାମଲାରେ ଖଣି ଲିଜ୍‌ଧାରୀ ସୁଶାନ୍ତ ବରାଡ଼ଙ୍କୁ ଗିରଫ କରିଛି ସ୍ପେଶାଲ ସ୍କାଡ ଓ ପୁଲିସ।

ଗତକାଲି ସୁଶାନ୍ତ ବରାଡ଼ଙ୍କ ଘରେ ଜିଏସ୍‌ଟି ରେଡ୍ କରିଥିଲା। ସୁଶାନ୍ତଙ୍କ ସମେତ ୯ ଜଣଙ୍କ ନାଁରେ ଥାନାରେ ମାମଲା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes