ମ୍ୟୁନସିପାଲଟି ତରଫରୁ ପୋତି ହୋଇଥିବା ଡ୍ରେନ ସଫେଇ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ବଜାର ଛକ ଠାରେ ଦୀର୍ଘଦିନ ହେଲା ପୋତି ହୋଇଥିବା ଡ୍ରେନକୁ ଆଜି ମ୍ୟୁନସିପାଲଟି ତରଫରୁ ଜେସିବି ମେସିନ ଦ୍ବାରା ସଫେଇ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes