ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ବିଧାନସଭାକୁ ସୁରୁଖୁରରେ ଚଲାଇବା ନେଇ ଆଲୋଚନା କରିବେ ବାଚସ୍ପତି। ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଥିବାବେଳେ ଏଥର ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି।
Credible Local News of Odisha